ମାଟି ଦାଣ୍ଡ
ମାଟି ଦାଣ୍ଡ
1 min
3
ମୁଁ ଖୋଜୁଛି ମୋ ଅତୀତକୁ
ଧୂଳି ଧୂସରିତ ମୋ ପିଲାଦିନ କୁ
ବହୁତ୍ ଥର ପଡ଼ିଛି ତା ଛାତି ଉପରେ,
ପଡ଼ି ପଡ଼ି ଉଠିବାର ପ୍ରୟାସ କରିଛି ।
ଆଜି ଜୀବନ ର ସାୟାହ୍ନ ରେ,
ଦରଭଙ୍ଗା ଏଇ ହୃଦୟରେ
ଖୋଜେ ତୋର ନିବିଡ଼ ଅଶ୍ଲେଶ।
ରୂପ ବଦଳି ଯାଇଛି,
କଂକ୍ରିଟ ରେ ଶୋଭା ପାଉଛି ,
ହେଲେ
ମୁଁ କଣ୍ ଭୂଳିପରିଛି
ତାର ଆଲିଙ୍ଗନ କୁ
ନ ଉତ୍ତର ପିଢ଼ି କୁ ଦେଖାଇ ପାରିବି
ମୋ ପିଲାଦିନ ସାଥି ମୋ ମାଟିଦାଣ୍ଡ କୁ।
