STORYMIRROR

Pareshchandra Das

Romance

2  

Pareshchandra Das

Romance

ତୁମେ

ତୁମେ

1 min
143

ତୁମେ ଉର୍ମିମାଳା  ସାଗର ବୁକୁରେ

   ଖେଳୁଛ ତ ନାନା ମତେ ।

ପଥର ବନ୍ଧ ମୁଁ ବେଳା ଧାରେ ଧାରେ

   ସାଇତିଛି ପ୍ରେମ କେତେ ।

ନିତି ନିତି ଭାବେ  ଆସିବ ମାନସୀ

    ଛୁଇଁ ଦେଇ ଯିବ ମୋତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance