Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Others

3  

Pareshchandra Das

Others

ଦେଖି ହସିବ ଏ ଧରା

ଦେଖି ହସିବ ଏ ଧରା

1 min
212


ସବୁରି ମୁହଁ ରେ ଅହିଂସା ର ବାଣୀ 

ଗାନ୍ଧୀଙ୍କର ବୋଲକରା

ସତ୍ୟ ଧର୍ମ ନ୍ୟାୟ  ଅତର ମାଖିକି

ବୁଲୁ ଥାନ୍ତି ଘେରା ଘେରା ।


ପାଦ ଛୁଇଁ ପୁଣି  କେତେ ଦଣ୍ଡବତ

କଥା ତ ମହୁ ରେ ଭରା 

ରାଜନୀତି ମାଠେ କୁଶଳୀ ଖେଳାଳି

ସରା କୁ କରୁଛ ଧରା ।


ତେବେ କିଆଁ ଏତେ ରାଜନୀତି ହିଂସା

ମେଲିଛି ତା,ର ପସରା

ହୃଦୟରେ ହିଂସା  ବାହାରେ ଅହିଂସା 

ଏହାହିଁ ତୁମ ଇସାରା ।


ଗଣତନ୍ତ୍ର ନାମେ    ଗଣ ମରେ ଏଠି

ପାଏ ନାହିଁ ତା କିନାରା

ତନ୍ତ୍ର ତନ୍ତ୍ରୀ ପରା    ବାଘର ଆଉଁସା

ଗୁଣି ସାଜେ ଏଠି ଜରା ।


ବଞ୍ଚିଥାଉ ପରମ୍ପରା

କଙ୍କାଳ ଦେହରେ   ମାଉଁସ ଲାଗିବ

ଦେଖି ହସିବ ଏ ଧରା ।


Rate this content
Log in