STORYMIRROR

Pareshchandra Das

Others

3  

Pareshchandra Das

Others

କାହିଁକି କରୁଛ ହଲ୍ଲା

କାହିଁକି କରୁଛ ହଲ୍ଲା

1 min
178

ଦାଣ୍ଡ ଦୁଆରରେ   କବାଟ ପଡିଛି 

ବାଡ଼ି କବାଟଟା ମେଲା ।

ଯେତେ ଯାହା କଲେ ଦୋଷ ନାହିଁ ତା'ର 

ପୁଅଟା ମୋହର ଗେହ୍ଲା ।

କାହିଁକି କରୁଛ ହଲ୍ଲା  

ଜନ ସମର୍ଥନ   ମୋହରି ଝୁଲାରେ

କିଏ ସେ କହିଲା ଵାଲା ।

ପଲିସି ଲଗାଇ   ଏମିତି ଧୋଇବି

ପ୍ୟାଣ୍ଟ ହୋଇ ଯିବ ଢିଲା ।।।

କିଏ ଏଠି ସତୀ  କିଏ ରେ ସତିଆ

ନୁହେଁ କେ ଚରିବା ଵାଲା ।

ସବୁ ତ ମୁତୁରୀ   ସବୁ ତ ହଗୁରି

ବିଛଣା କରନ୍ତି ଗିଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍