STORYMIRROR

Pareshchandra Das

Romance

2  

Pareshchandra Das

Romance

ସାଥି

ସାଥି

1 min
92

ଆଖିରେ ଆଖିରେ କୋଟିଏ ସପନ

    କଥାରେ ହାଣୁଛ ଛାତି ।

ଛୁଇଁ ଦେଲେ ଟିକେ ଲାଜ କୁଳି ଲତା

    ଦେହେ ମନେ ଭରେ ତାତି ।

   କେବେ ସାଜ ତୁମେ ମୋତି,

କାହିଁ ଲୁଚି ଯାଅ  ଶାମୁକା ଭିତରେ

    ପାଏ ନାହିଁ ଖୋଜି ସାଥି ।।

   

    

    

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance