Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shima Pujhari

Romance

3  

Shima Pujhari

Romance

ତୁମେ

ତୁମେ

1 min
165


ତୁମେ

ଦୂର ବଳୟର ସୁନେଲି ଆଭା

ଅବା ମୋ ମନର ଭ୍ରମ,

ତୁମେ

ଶୀତଳ ନଈ ର ଧରା

ଅବା ପ୍ରଖର ସ୍ରୋତ ର ଶାମୁକା ଟିଏ।।

ତୁମେ

ସାତରଙ୍ଗି ଇନ୍ଦ୍ରଧନୁ ଟିଏ

ନା ନୀଳ ଆକାଶ ର ଭଷା ବାଦଲ ଟିଏ,

ତୁମେ

ଗୋଲାପ ର ସୁନେଲି ଗୁଚ୍ଛ ଟିଏ

ନା ପାରିଜାତ ବୃକ୍ଷ ଟିଏ।।

ତୁମେ

ମଳୟ ର ମୂର୍ଚ୍ଛନା ଟିଏ

ନା ସଙ୍ଗୀତ ର ସୁର ଟିଏ,

ତୁମକୁ ମୁଁ ନୀତି ପ୍ରତି ଝୁରେ

ତୁମେ କିଏ .... ହାୟ ରେ 

ତୁମେ ମୋ ଦୁଷ୍ଟ ମନ ର

ଦରଦୀ ହୃଦୟ ଟିଏ........


Rate this content
Log in

Similar oriya poem from Romance