STORYMIRROR

Shima Pujhari

Inspirational

3  

Shima Pujhari

Inspirational

ବୁଝି ଯା ରେ ମନ

ବୁଝି ଯା ରେ ମନ

1 min
260

ବୁଝିଯାଆରେ ମନ

କଥା ଦେଇ ଥିଲ

ତୁମେ ତୋଳି ଦେବ ପାରିଜାତ,

ପାରିଜାତ ତ ଦୂରର କଥା

ମୁଁ ଅପେକ୍ଷାରେ ଅଛି

କେବେ ଆସିଲ ନାହିଁ ତ।।

କେତେ ସଞ୍ଜ ଆସି ଗଲା

କେତେ ପୂର୍ଣ୍ଣିମା ବି ଗଲା,

ତୁମ ଆସିବା ପଥକୁ ମୋ ନୟନ

ଅପଲକ ଚାହିଁ ରହିଲା ।।

ମନ ମୋର ବୁଝେ ନାହିଁ

ତୁମେ ଆସିବନି ବୋଲି,

ଅନେକ ବୁଝାଇଲି 

ଅନେକ ମନାଇଲି ଆଉ କହିଲି,

ଆରେ ନିରିମାଖି ମୋ କୋମଳ ପକ୍ଷୀ

ସଙ୍ଗାତ ତୋର ଅଦୂର୍ ଫାଶରେ

ଯାଇଛି ଫସି।।

କେତେ ଝୁରି ତୁହି କେତେ କରୁଛୁ ବିଳାପ,

ତୁନି ହ ରେ ମନ

ଅଫେରା ପଥର ସିଏ

ସାଜିଛି ପଥିକ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational