STORYMIRROR

Shubhra Suchitra Mahanta

Romance

3  

Shubhra Suchitra Mahanta

Romance

ତୁମେ ଥିଲେ ମୋ ସାଥେ

ତୁମେ ଥିଲେ ମୋ ସାଥେ

1 min
230

ଆକାଶକୁ ନ ଛୁଇଁ ବି

ଜହ୍ନକୁ ପାଇବି ହାତେ

ହେ ପ୍ରିୟ....

ତୁମେ ଥିଲେ ମୋ ସାଥେ.....


ଯେଉଁଠି ବି ରୁହେ ଯେମିତି ବି ରୁହେ 

ଡର ଲାଗିବନି ମୋତେ 

ହେ ପ୍ରିୟ..... 

ତୁମେ ଥିଲେ ମୋ ସାଥେ..... 


ମନ ଖୋଲି ମୁଁ ଯେ ବଞ୍ଚି ପାରିବି 

କେହି ରୋକିବେନି ମୋତେ 

ହେ ପ୍ରିୟ.... 

ତୁମେ ଥିଲେ ମୋ ସାଥେ...... 


ଦୁଃଖର ସମୟ ଶେଷ ହୋଇଯିବ 

ଖୁସିରେ ରହିବି ସତେ 

ହେ ପ୍ରିୟ.... 

ତୁମେ ଥିଲେ ମୋ ସାଥେ....... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance