STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ତୁମେ ସେମିତି ହସୁ ଥାଅ

ତୁମେ ସେମିତି ହସୁ ଥାଅ

1 min
262


ତଥାପି

ଦେବାକୁ ପ୍ରୟାସି ଥିବା

ଗଭାରେ ଗୋଲାପଟିଏ

ଏବେ ବି ସାଇତି ରଖିଛି ।


ସେଇ ଦିନ ସେଇ ସ୍ମୃତି

ମୋ ଜୀବନର ଅଭିଲେଖ

ତୁମ ପାଇଁ

ଏବେ ବି ମନାସୁଛି ।


ସବୁଦିନ ଧରି

ରହିଯାଉ ଆମ ସ୍ମୃତି

ଖରା ତାପରେ ନ ମଉଳି ଯାଉ 

ତୁମ ସେ ଗଭାର ଫୁଲ ।


ନ ଦେଇ ପାରିଲେ ନାହିଁ

ମୋ ଜୀବନ ପାଇଁ

କିଛି ସୁଖ

ତୁମେ ସେମିତି ହସୁଥାଅ ।



Rate this content
Log in

Similar oriya poem from Romance