STORYMIRROR

Bijay Prusty

Romance

3  

Bijay Prusty

Romance

ତୁମେ ଓ ମୁଁ

ତୁମେ ଓ ମୁଁ

1 min
215


ନୀଳ ସାଗରର ବାଲୁକା ଶେଯରେ

ମୁଁ ଏକ ଅଭାବି ଦୁଃଖ

ତୁମେ ପ୍ରୀତିମଗ୍ନା ମଧୁର ସଂଳାପ

ଅନ୍ତରଙ୍ଗ ଅବସୋସ I

ବରଷା ରାତିର ଅନ୍ଧାରୀ ମୁଲକେ

ତୁମେ ସପନର ଗୀତି

ପଳାତକ ମୁଁ ଯେ ସମୟ ଆଖିରେ

କେହଭରା ଏକ ଛାତି I

ଜୀବନ ନଈର ସ୍ୱଚ୍ଛଧାର ତୁମେ

ମୁଁ ଏକ ଅଛବ ଘାଟ

ତୁମେ ଇନ୍ଦ୍ରଧନୁ ସାତରଙ୍ଗ ଶୋଭା

ଆକାଶର ଚିତ୍ରପଟ I

ଜହ୍ନର ଦେହରେ କଳଙ୍କଟିଏ ମୁଁ

ତୁମେ ଜ୍ୟୋତ୍ସ୍ନାଭିଜା ରାତି

ମୁଁ ଏକ ଅଲୋଡା ନିଖୋଜ ମନଟେ

ତନ୍ଦ୍ରାହୀନ ଏକ ଆଖି I

         


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Bijay Prusty

ବୋଉ

ବୋଉ

1 min വായിക്കുക

ଜୀବନ ତରୀ

ଜୀବନ ତରୀ

1 min വായിക്കുക

ଶୁଭ୍ରା

ଶୁଭ୍ରା

1 min വായിക്കുക

ମୋ ଦେଶ

ମୋ ଦେଶ

1 min വായിക്കുക

ଉତ୍ସବ

ଉତ୍ସବ

1 min വായിക്കുക

ବହି

ବହି

1 min വായിക്കുക

ପ୍ରିୟତମା

ପ୍ରିୟତମା

1 min വായിക്കുക

Similar oriya poem from Romance