STORYMIRROR

Reeta aparajeeta Mohanty

Romance

2  

Reeta aparajeeta Mohanty

Romance

ତୁମେ ଓ ମୁଁ ଆମ ପ୍ରେମର ରଙ୍ଗ -ରୀତ

ତୁମେ ଓ ମୁଁ ଆମ ପ୍ରେମର ରଙ୍ଗ -ରୀତ

1 min
2.9K

ମନଖୋଜେ ଏମିତି ଏକ ସମୁଦ୍ର କୂଳରେ

ତୁମେ ଥିବ ମୋ ସହ ଥିବ ଆମ ପ୍ରେମ ର ରଙ୍ଗ

ଆଉ ସମୁଦ୍ର ବି କଥା କହୁଥିବ ଆମ ସହ

ଆମେ ବାଲିରେ ଆମ ପାଦ ଚିହ୍ଣ ଆଙ୍କୁଥିବା

ବାରମ୍ବାର ସେ ଚିହ୍ନ ଭସେଇ ନେଉଥିବ ଲହଡିମାଳl

ତମେ ଓ ମୁଁ

ଏ ସମ୍ପର୍କର ପରିଭାଷା ଯେତେ ଭାବିଲ୍ଵ ବି

ଭାବିହୁଏନି

ତୁମେ ମୋ କଳ୍ପନା ର ରଙ୍ଗଭରା ବଗିଚା

ମୁଁ ଗୋଟେ ଅମାନିଆ ଭଂମ୍ରର

ତୁମେ କଳକଳ ନଦୀ

ମୁଁ ଗୋଟିଏ ବାଟଭୁଲା ବାଟୋଇ

ତୁମେ ଚିତ୍ରକର ର ରଙ୍ଗତୁଳୀ ହେଲେ

ମୁଁ ଗୋଟିଏ ଅନାଵନା ପ୍ରେମର ରଙ୍ଗ


Rate this content
Log in

Similar oriya poem from Romance