Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Romance

2  

Surjyakanta Dash

Romance

ତୁମେ ମୋର ଭାଲେଟାଇଁନ

ତୁମେ ମୋର ଭାଲେଟାଇଁନ

1 min
3.2K


ଆଖିରେ ସପନ ଆଖିରେ ପିଉଛି

ମିଠା ମିଠା ଭାବ ନେଇ

ଅପେକ୍ଷାର ଦିନ ପାଖେଇ ଆସୁଛି

ପ୍ରେମ ତିରେ ମଧୁ ପିଇ ।


ଗହନ ହୃଦୟ ବ୍ୟାକୁଳିତ ହୋଇ

ଶୁଭ୍ର ଚେତନା ଜାଗେ

ଲୁପ୍ତ ସ୍ମୃତିର ଖିଅକୁ ଜାବୋଡି

ପ୍ରଣୟ ତୁମର ମାଗେ ।


ଅଳ୍ପ ଦିନର ଗଳ୍ପ ଆମର

ଧିରେ ପଡୁଅଛି ମନେ

ନିରୋଳାର ମୁଁ ପ୍ରଣୟ ବିରହି

କହୁଅଛି ତୁମ କାନେ ।


ଲାଜୁଆ ଚାହାଣି ଆଖିରେ ଇଶାରା

ତାର ମନ୍ଦ ପବନ ଦେଖି

ଝରି ପଡୁଥିବା ପ୍ରେମ ମଧୁ ଝର

ପିଉଥିବି ବସି ବସି ।


ନିରୋଳା ବେଳର ମିଳନ ତିଥିବି

କାଳେ ଉପସ୍ଥିତ ହୋଇଯିବ

ରାହାସି ପ୍ରୀୟାଗୋ ଶରୀର ଗନ୍ଧରେ

ସାର - ସାରା ରାତି ମହକିବ ।


ଥାଇ ବାହୁବନ୍ଧନ ରେ ଶୀହରଣ ପ୍ରିୟା

ଚୁମ୍ବନ ଟେ ଅଙ୍କିଦେବ

ବିଚ୍ଛୁରିତ ହେବ ପ୍ରେମ ମଧୁ ଧାରା

ସାରା - ସାରା ରାତି ଆଲୋକିବ ।


Rate this content
Log in

Similar oriya poem from Romance