STORYMIRROR

Tapan Dixit

Fantasy

2  

Tapan Dixit

Fantasy

ତୁମେ ମୋ ମନର ମନମଇନା ଗୋ

ତୁମେ ମୋ ମନର ମନମଇନା ଗୋ

1 min
12.8K


ତୁମେ ମୋ ମନର ମନମଇନା ଗୋ 

ନିତି ଡାକ ଶ୍ୟାମ ଶ୍ୟାମ 

ମୁଁ ଯେ ତୋତାଟିଏ ପ୍ରେମ ପଞ୍ଜୁରୀର 

ଜପେ ରାଧେ ରାଧେ ନାମ ,

ଦୁହେଁ ତ ଦୁହିଁଙ୍କ ପ୍ରେମ ତ୍ରିଭୂଜରେ 

ସମବାହୁ ସମକୋଣୀ 

ତେବେ କିଆଁ ଆମ ମିଳନ ଜ୍ୟାମିତି 

ଅଙ୍କନଟା ଭିନ୍ନ ପୁଣି ?

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in

Similar oriya poem from Fantasy