Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Nayak

Romance

2  

Susanta Nayak

Romance

ତୁମ ସହିତ

ତୁମ ସହିତ

1 min
1.2K


ମୋ ଜୀବନ ସୁନ୍ଦର ହୋଇଛି ତୁମ ସହିତ

ତୁମକୁ ଭଲ ପାଇବା ମୋ ପାଇଁ ଶ୍ରେଷ୍ଠ ଘଟଣା

. . . . ଘଟିଛି ମୋ ଜୀବନରେ।

ତୁମକୁ ଅନୁଭୂତି କରିବା ପ୍ରତିଟି ନୂଆ କଥା

. . . . . ମୋ ପାଇଁ ଏକ ଖୁସିର ଆବିଷ୍କାର।

ତୁମ ସହିତ ବିତାଇଥିବା ପ୍ରତିଟି ମୁହୂର୍ତ୍ତ

. . . . . ନୂଆ ନୂଆ ଆଶା ବାନ୍ଧିଛି।

ଆମେ ଭାଗିଦାର କରିଥିବା ପ୍ରତ୍ୟେକଟି

. . . . ଆମ ପ୍ରେମକୁ କିଛି ଶକ୍ତ।

ମୁଁ ଜାଣେ ଆମ ଆଗାମୀ କାଲି

. . . . . . ଆମ ପାଇଁ ଆଣିଦେବ ଅଧିକ ଖୁସି।

କେବଳ ତୁମ ପାଇଁ

ବର୍ଷକୁ ବର୍ଷ . . ପ୍ରତି ବର୍ଷ . . ମୁଁ ତୁମକୁ ଆହୁରି ଭଲ ପାଇ ବସିଛି।

ଦିନକୁ ଦିନ. . ପ୍ରତି ଦିନ . . ଭଲ ପାଇ ବସିଛି।


Rate this content
Log in

Similar oriya poem from Romance