STORYMIRROR

Susanta Nayak

Abstract

3  

Susanta Nayak

Abstract

ହାରିବ ସେ କରୋନା

ହାରିବ ସେ କରୋନା

1 min
11.5K

ଚୀନର ଅଯାଚିତ ଅଉଲାଦ

ସେ କରୋନା 

ଅବଘାତକ, ଭୀଷଣ ପ୍ରହାର କରେ

ସେ କରୋନା 

ଅର୍ଥ ବଳ ସୈନ୍ୟ ବଳ ଆଜି କରିଛି 

ସେ କରୋନା 

ଆବଦ୍ଧ ଅଞ୍ଚଳରେ ଆବଦ୍ଧ କରିଛି ଆମକୁ 

ସେ କରୋନା 

ସଂଗରୋଧ, ଏକାନ୍ତ ବାସ ପାଇଁ ବାଧ୍ୟ କରିଛି 

ସେ କରୋନା 

ପକ୍ଷପାତି ନୁହେଁ 

ସେ କରୋନା 

ଜାତି ଧର୍ମ ଶିଶୁ ବୃଦ୍ଧ ଦେଖେ ନାହିଁ 

ସେ କରୋନା 

ପୁଣି ବଡ଼ ସ୍ୱାଭୀମାନୀ 

ସେ କରୋନା 

ଘରୁ ବାହାରି ଡାକିଲା ପର୍ଯ୍ୟନ୍ତ ନ ଆସିବ 

ସେ କରୋନା 

ପ୍ରତିଷେଧକ ନାହିଁ ପ୍ରତିକାରରେ 

ହାରିବ ସେ କରୋନା 

ହାରିବ ସେ କରୋନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract