STORYMIRROR

Susanta Nayak

Inspirational

2  

Susanta Nayak

Inspirational

ମା’

ମା’

1 min
13.5K


ସେ ମୋ ମ’

ଜନମ ଦେଇଛି ମୋତେ

ଦୁନିଆ ଦେଖାଇଛି ମୋତେ..

ଚଲା ଶିଖାଇଛି ମୋତେ..

ପ୍ରତିଟି ଶବ୍ଦ ଶିଖାଇଛି ମୋତେ

ମୁଁ ଯେତେବେଳେ ବିଷାଦଗ୍ରସ୍ତ

ମହୌଷଧି ତାର ଅଗାଢ଼ ସ୍ନେହ

ଭୁଲ ସୁଧାରିଛି ମୋର

ଦୁନିଆରେ ବଞ୍ଚିବା ପାଇଁ ରାସ୍ତା ଦେଖାଇଛି ସିଏ

ଜୀବନର ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛି ସିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational