STORYMIRROR

Arundhati Senapati

Romance

2  

Arundhati Senapati

Romance

ତୁମ ନାମ ପ୍ରତି ବି ଆବିଳତା....❤

ତୁମ ନାମ ପ୍ରତି ବି ଆବିଳତା....❤

1 min
3.0K

ସଂସାରରେ ବହୁ ବ୍ୟକ୍ତି ଓ ବ୍ୟକ୍ତିତ୍ବ 

ତୁମ ନାମ ପରି ବି ସମାନ ନାମରେ ନାମିତ ।


ତୁମ ନାଁ ଟିକୁ ଯଦି କେଉଁଠୁ ଶୁଣେ କିମ୍ବା ଦେଖେ

ଅଜଣାତରେ ଆପେ ଆପେ ହସଟିଏ ତ' ଓଠରେ ଫୁଟି ଉଠେ,

ତା' ସହ ମୋ କଳ୍ପନାରେ ତୁମ କମନୀୟ ରୂପ ମଧ୍ୟ ଭାସି ଉଠେ।


ଲାଗେ

ସେ ନାମ କେବଳ ତୁମ ପାଇଁ ହିଁ ପ୍ରଯୁଜ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance