Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya kumar Rout

Romance Others

3  

Akshaya kumar Rout

Romance Others

ତୁମ ବିନା

ତୁମ ବିନା

1 min
12K


ଚୋରା ଚଇତାଳି ଚିତ୍ତ ଚୋରିକଲା

ଚିତ୍ତେ ନରହିଲା କାବୁ

ତୁମରି ଛୁଆଁରେ ସବୁ ମୁଁ ହାରିଲି

କିଯାଦୁ କରିଲ ପରଦେଶୀ ବନ୍ଧୁ !


ଭିଜା ଏଇ ମନ

ଭିଜା ମୋର ତନୂ

ଭିଜା ମୋ ମଥା ଓଢଣୀ

ପ୍ରେମ ଦରିୟାରେ ଡୁବିଯାଉଛି ମୁଁ

ଉଦ୍ଧାରହେ ପ୍ରିୟ ବନ୍ଧୁ ।


ତୁମେ ମୋର ମନ

ତୁମେ ମୋର ଧନ

ତୁମେହିଁ ମୋର ଜୀବନ

ତୁମବିନା ସବୁ ଫିକା ଫିକା ଲାଗେ

ବସନ୍ତର ଏଇ ଜହ୍ନ ।



Rate this content
Log in