STORYMIRROR

Samar Ballav Bhoi

Romance Tragedy Others

3  

Samar Ballav Bhoi

Romance Tragedy Others

ତୁମ ବିନା କିଛିନାହିଁ

ତୁମ ବିନା କିଛିନାହିଁ

1 min
238


ସବୁ ଥାଇ କିଛି ନାହିଁ

ମୋ ପାଶେ

ମୁଁ ଖାଲି ଅଲୋଡ଼ା ଅଖୋଜା

ବିସ୍ମୃତିର ଫରୁଆ ଭିତରେ

ଚାହିଁଛି ତୁମକୁ କିଟିମିଟି ଅନ୍ଧାରରେ

ତୁମ ବିନା ଲାଗେ ମୋତେ ଏକା ଏକା

ଭାବିଲେ ଥରେ ସେହି

ଅତୀତର ଟିକିଟିକି ସବୁକଥା.....!!

ସବୁ ଅଛି କିନ୍ତୁ ତୁମେ ନାହଁ

ଆକାଶ ପାତାଳ ପରି ଅଟଇ ପ୍ରଭେଦ

ତୁମେ ଥାଇ ନଥିଲେ ସବୁକିଛି

ଉଡନ୍ତା ଏ ହୃଦୟଟା 

ମନଭରି ଖୋଲା ଆକାଶରେ

ମୁକ୍ତ ବିହଙ୍ଗଟେ ପରି

ଦିଗରୁ ଦିଗକୁ ତ

ପୁନଶ୍ଚ ବୃକ୍ଷରୁ ବୃକ୍ଷକୁ.....!!

ଯେତେ ଦିନ ଥିବା ଚନ୍ଦ୍ର

ଥିବ ସେ କଳଙ୍କ

ଯେତେ ଦିନ ଥିବ ସ୍ବର୍ଯ୍ୟ

ଥିବ ସେ ଆଲୋକ

ଯେତେ ଦିନ ଥିବ ତୁମେ ଏ ଦୁନିଆରେ

ମୁଁ ତୁମ ପାଶେ ଥିବି

ରହିବି ମଧ୍ୟ ସବୁଦିନ

ହୋଇ ତୁମରି କାରକ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance