ଗୁରୁ ଶ୍ରେଷ୍ଠ
ଗୁରୁ ଶ୍ରେଷ୍ଠ
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ଦେବ ମହେଶର
ଗୁରୁ ହିଁ ସାକ୍ଷାତ ଈଶ୍ୱର
ଗୁରୁ ଶବ୍ଦର ଅର୍ଥ କେତେ ନିର୍ବିକାର
ଅନ୍ଧାର ରୁ ଆଲୋକ ଦେଖାଇ ଥାଆନ୍ତି।
ଅଜ୍ଞାନ ରୁ ଜ୍ଞାନ
ଅ ବାଟ ରୁ ବାଟକୁ
ଅଣାୟତ୍ତ ରୁ ଆୟତ୍ତ
ବିପଦରୁ ସୁରକ୍ଷା ଦିଅନ୍ତି
ଜଟିଳତା ରୁ ସରଳ
ଅସତ୍ ରୁ ସତ୍ୟ କୁ
ଫେରାଇବାକୁ ଅନେକ ଚେଷ୍ଟା କରନ୍ତି
ସଦା ସର୍ବଦା ଉଚ୍ଚାଭିଳାଷୀର
ଆଶୀର୍ବାଦ ଦିଅନ୍ତି ।
ଶିଷ୍ୟଙ୍କ ଆଖିର ଲୁହକୁ ବୁଝିପାରନ୍ତି
ସମାଧାନ ର ସୂତ୍ର ମଧ୍ୟ କହିଥାନ୍ତି
ସେଥିପାଇଁ ସେ ଗୁରୁ ଶ୍ରେଷ୍ଠ।
ଜ୍ଞାନ ର ପ୍ରତିଷ୍ଠାତା ଓ ସୃଷ୍ଟିଧର
କର୍ତ୍ତବ୍ୟନିଷ୍ଠ ର ଯାଦୁଗର ସିଏ
ଭ୍ରମିତ ସାଗରରୁ ପଥ ପ୍ରଦର୍ଶକ
ଅଜ୍ଞାନର ବିନାଶ ପାଇଁ ସର୍ବଦା ତତ୍ପର
ଏସବୁକୁ କରିଥାନ୍ତି ଏକ ସ୍ବତନ୍ତ୍ର ମାଧ୍ୟମ
ସିଏ ହିଁ ଗୁରୁ ଶ୍ରେଷ୍ଠ ।