STORYMIRROR

Hitesh Mohapatra

Romance Tragedy

3  

Hitesh Mohapatra

Romance Tragedy

ତୁ କଣ ଚାହୁଁଛୁ

ତୁ କଣ ଚାହୁଁଛୁ

1 min
201

ଛାଡିଲି ତୋ ପାଇଁ

ଘର

ପରିବାର 

ବନ୍ଧୁ ବାନ୍ଧବ

ସାଙ୍ଗ ସାଥି

ଗୁଲି ଖଟି

କ୍ରିକେଟ୍ ଖେଳ ଚାରିଟା ବେଳର । ୧


ପାଇଛି ତୋଠୁ

ଛଳନା

ପ୍ରତାରଣା

ବିଶ୍ୱାସଘାତକତା

ନାଟକୀୟତା

ସ୍ୱାର୍ଥପରତା । ୨


ଭୁଲି ଗଲି ମୁଁ

ବାପା ମାଆର ସ୍ନେହ

ସାଙ୍ଗ ସାଥିଙ୍କ ସାହାର୍ଯ୍ୟ

ପରିବାରର ସଂସ୍କାର 

ସମାଜର ନିୟମ ।୩


ଶେଷକୁ କଣ?

ତମେ ବଦଳି ଯାଇଛ

ହଁ ଯାଇଛି ମୁଁ ବଦଳି

ହୋଇ ଯାଇଛି ନିଜ ଠାରୁ ପର

ସାଙ୍ଗ ସାଥିଙ୍କଠୁ ଦୁର

ସମାଜ ଆଗରେ ପରିହାଷ

ମାତ୍ର ହରାଇ ନାହିଁ ସାହାସ ଓ ବିଶ୍ୱାସ ।୪


ବଦଳି ଯାଇଛି

ମୋ ବ୍ୟବହାର

ଚରିତ୍ର

ମୋ ହସ

ସମ୍ବେଦନଶୀଳତା

କର୍ତ୍ତବ୍ୟ ।୫


ମାତ୍ର  ବଦଳି ନାହିଁ 

ମୋ ଚିତ୍ର ମୋ ଚରିତ୍ରର 

ତାହା ହିଁ କରିବି 

ଯାହା ଧର୍ମ ଆଧାରିତ 

କର୍ତ୍ତବ୍ୟ ଜଡିତ । ୬ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance