STORYMIRROR

Satyanarayan Sahoo

Abstract Romance Children

3  

Satyanarayan Sahoo

Abstract Romance Children

ଟୁକୁରୁ ମୁକୁରୁ

ଟୁକୁରୁ ମୁକୁରୁ

1 min
184


ପକ୍ଷୀ ଦିହେଁ ବସି କଥା ହେଉ ଥାନ୍ତି

ଟୁକୁରୁ ମୁକୁରୁ ଟିନ

କେଉଁ ବିଷୟ ରେ ଜଣାପଡେ ନାହିଁ

କି ! ଭାବି ତାଙ୍କର ମନ ।


ପ୍ରକାସୁଛି ଭାବ ଉନ୍ମାଦନା ନବ

ରୋମାଞ୍ଚ ସ୍ପନ୍ଦନ ଘେନି

ଆନନ୍ଦିତ ମନେ ମଣିଷ ଜୀବନେ

ଦେଖି ଚକିତ ସେ ବେନି ।


ଭାଲାଇ ମଣିଷ  ପକ୍ଷୀ ଙ୍କ ର ଭାଷା

ବୁଝିବୁ କିପରି ଭାବେ 

ଆହା କି ଆକୃଷ୍ଟ କରି ନିଏ ଛୋଟ

ଚଢ଼େଇ ମାନଙ୍କ ରାବେ ।


 ନବ ଅଭିଜ୍ଞତା ବାଣ୍ଟିଥିଲେ କଥା

ଶୁଣି ଆନନ୍ଦ ଲହରୀ

ପ୍ରବାହିତ ହୁଏ ପ୍ରାଣୀ ଏ ଏ ବୃକ୍ଷେ

 ଖେଳୁଛନ୍ତି ହସିବୁଲି ।



Rate this content
Log in

Similar oriya poem from Abstract