STORYMIRROR

Sai Subhashree Moharana

Inspirational

3  

Sai Subhashree Moharana

Inspirational

ଟଙ୍କା

ଟଙ୍କା

1 min
138

ଟଙ୍କା ନବ ଗଣି

ମନର କଥା କୁ ବଖାଣି।

ପାଣି ପିଇବ ଛାଣି

ମନକୁ ଭାବିବ  ଶାନ୍ତି ମିଳିବ ॥


ଟଙ୍କା କଣ ନ କରି ପାରେ

ପରକୁ ନିଜର କରିପାରେ

ନିଜ ଲୋକକୁ କରିପାରେ

ଉଲକୁ ମନ୍ଦ  କରେ ।


ଟଙ୍କା ନାହିଁ ସମ୍ମାନ ନାହିଁ

ସମାଜରେ ଚଳିବା କେମିତ

 ସବୁ କିଛି କରିପାରେ

ମୁହଁ ବଙ୍କା କରିକ ।


ଧଳାକୁ କରିପାରେ ସେ ନିଳ

ନିଳକୁ କରିପାରେ ଧଳା

ନିଜ ଲୋକମାନେ   

ଆସିବ କାହିଁ ।


Rate this content
Log in

Similar oriya poem from Inspirational