STORYMIRROR

Rajashree Acharya

Abstract

2  

Rajashree Acharya

Abstract

ତୋ ପାଇଁ ମୋ ମନ

ତୋ ପାଇଁ ମୋ ମନ

1 min
398

ଆହା ରେ ମୋ ଗଳା ର ମାଳି ସୁନା ବୁଜୁଳି

ତୋତେ ଦେଖି ବାକୁ କନକନ ହୁଏ ମୋ ମନ

ତୁ ତ ଚାଲିଗଲୁ ଦୁର ଦେଶେ ହଁ ଦୂର ଦେଶେ

ହେଲେ ଚାଲି ଗଲୁ ତୁ ତୋସାଥେ ନେଇ ମୋ ମନ

ଆହା ରେ ମୋ କାକରା ପିଠା ଗୁଡ ଗୈନ୍ଠା

ତୋତେ ମୁ ଭୁଲି ପାରୁନାହିଁ ରେ ମନ

ନହିଁ ମୋ ପାଖେ ହ୍ୱାଟ୍ସ ଆପ କି ନହିଁ ଫେସ ବୁକ 

ହେଲେ ହୃଦୟ ତାର ଯୋଡ଼ି କି ରଖିଥା ସଦା ରେ ମନ

ଆହା ରେ ଚାନ୍ଦିନୀ ରାତି ସୁନେଲି ସାଥୀ

ତୋତେ ଛୁଇଁ ବାକୁ ଭାରି ହୁଏ ଛନଛନ ମୋ ମନ

ହେଲେ ତୁ ତ ରହିଲୁ କାହିଁ ସେ ଦୁର ବିଦେଶେ ହଁ ବିଦେଶେ

ଚାହିଁ ପାରୁନି କି ଶୋଇ ମୁଁ ପାରୁନି ମୋ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract