STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ତମପାଇଁ

ତମପାଇଁ

1 min
87

ତମପାଇଁ ହେଇପାରେ

ମୋ ଜୀବନଟା ଖେଳଘର

ତମପାଇଁ ହେଇପାରେ

ମୁଁ ଏକ ଖେଳନା କଣ୍ଢେଇ

ତମପାଇଁ ହେଇପାରେ

ମୁଁ ବାହାନା

ତମପାଇଁ ହେଇପାରେ

ମୁଁ ମିଛ ପରିଣତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

Similar oriya poem from Tragedy