STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ତମେ

ତମେ

1 min
148

ହୃଦୟ ହୀନ ନିଷ୍ଠୁର

ବୋଲି ତମେ

ମୁଁ ଭାବି ନଥିଲି

ଆଗରୁ କେବେ

ତମ ସ୍ପର୍ଶରେ

ମୁଁ କ୍ଷତାକ୍ତ

ହେଲାପରେ

ତମେ ତ ସେମିତି

ହୃଦୟହୀନ

ଭାବିଥିଲି ତମେ

ଭିତରେ ବି ସେତିକି

ସୁନ୍ଦର ଯେତିକି ଉପରେ

କିନ୍ତୁ ତମେତ ସତରେ କେତେ

ହୃଦୟ ହୀନ ନିଷ୍ଠୁର

ପାଷାଣ ଦେହରେ ବି

ଶୁଣି ହୁଏ ସ୍ପନ୍ଦନ

ପଥର ବି ତରଳେ

ତା ହେଲେ ତମେ

କାହିଁକି ନୁହଁ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract