STORYMIRROR

Neelima Nivedita Behera

Romance

4.0  

Neelima Nivedita Behera

Romance

ତମେ

ତମେ

1 min
2.5K


ହସମାନେ ମୁକୁଳନ୍ତି

ମୋ ଲାଲ ଓଠରୁ...

ଲୁହମାନେ ମୁକୁଳନ୍ତି

ମୋ ନୀଳ ଆଖିରୁ...

କୋହମାନେ ମୁକୁଳନ୍ତି

ମୋ ଦରଦୀ ଛାତିରୁ...

ତମେ କିନ୍ତୁ ମୁକୁଳି ପାରନା କେବେ

ଅତୀତର ଅଲିଭା ସ୍ମୃତିରୁ,

ମୋ ଜୀବନ ଇତିହାସରୁ,

ନିଇତି ଦେଖୁଥିବା ସ୍ଵପ୍ନରୁ... !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance