STORYMIRROR

Gouttam kachim

Tragedy

2  

Gouttam kachim

Tragedy

ତମେ କାହୁଁ ବୁଝିବ ଯନ୍ତ୍ରଣା କଣ

ତମେ କାହୁଁ ବୁଝିବ ଯନ୍ତ୍ରଣା କଣ

1 min
97

ତୁମେ ରାଧା ନୁହଁ,

ତୁମେ ହେଉଛ ରୁକ୍ମିଣୀ,

ତୁମେ ହେଉଛ ମୀରା,

ତୁମେ ବା କେମିତି ଜାଣିବ

କୃଷ୍ଣ ପ୍ରେମ ବିନା ବଞ୍ଚିବା,

କେତେ ଯନ୍ତ୍ରଣା ଦାୟକ,

ସେକଥା କେବଳ ରାଧାଙ୍କୁ ହିଁ ଜଣା,

କୃଷ୍ଣ ପ୍ରେମ ପାଇଁ ଝରିଥିବ,

କେତେ ଅବାରିତ ଲୁହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy