Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Action Fantasy

3  

Mr.GAGAN BIHARI NAYAK

Romance Action Fantasy

ତମ ହାତ ଗୋଲାପ

ତମ ହାତ ଗୋଲାପ

1 min
202


ତମ ହାତ ଗୋଲାପରେ 

ମୋ' ମନ ରହିଲା ।

ସୁରଭି ଭରା ପବନ 

ମୋ ମନକୁ ଦହିଲା

ଆସନ୍ତା ମଗୁଶୁରକୁ

ମୋ ଆଶା ରହିଲା (0)


ମୋ ମଥା ପାଟ ଓଢଣୀ

ତମ ମନ ନେବ କିଣି ।

ଆଖିର ମୋ ନିରବତା

ତମ ମନ ନେବ ଜିଣି

ଆଗାମି ତିଥିକୁ ମୋର

ମନ ଚାହିଁ ରହିଲା 

ଚଇତାଳି ଚୂପି ଚୂପି

ଏଇକଥା କହିଲା(୧)


ଅଳସ ଭରା ମୋ ମନେ

ପ୍ରେମ ଋତୁ ଜାଗିଲା ।

ଲାଜେଇ ଲାଜେଇ ଦୂରେ

ଜହ୍ନ ଯେବେ ଚାହିଁଲା । 

କୋଇଲୀଟା ଆମ୍ବ ଗଛେ

କୁହୁ କୁହୁ ଗାଇଲା ।

କିଏ ଆସି ପରଦେଶୀ

ମନ ମୋର ମୋହିଲା(୨)



Rate this content
Log in