STORYMIRROR

Baikunth Bihari Swain

Abstract

4  

Baikunth Bihari Swain

Abstract

ତିନୋଟି କବିତା

ତିନୋଟି କବିତା

1 min
8


                

ସ୍ମୃତି

'''''''''''''''''''

ସ୍ମୃତିର ବାଲି ଘର ଭାଙ୍ଗି ଯାଏ

ସାଗରର ଉତ୍ତାଳ ତରଙ୍ଗରେ।

ହେଲେ, ତୁମ ସହ ପ୍ରଥମ ଦେଖା

ରହିଗଲା ଅଭୁଲା ସ୍ମୃତି ହୋଇ।।


ପ୍ରତୀକ୍ଷା

""""""""""""""""

ପ୍ରତୀକ୍ଷା ତା'ର ଅନ୍ତ ନାହିଁ

ଚାହୁଁ ଚାହୁଁ ସନ୍ଧ୍ୟାତାର ଲୁଚିଯାଏ

ହେଲେ ପ୍ରିୟା ର ମୁହଁଟି ସେଇମିତି

ଝଟକୁ ଥାଏ ମୋ ଆଖି ଆଗରେ।।


ବିଶ୍ୱାସ

"""""""''''''''

ବିଶ୍ୱାସ ,ତାକୁ ଛାଡି ହେବ ନାହିଁ

ଯେତେବେଳେ ମୁଁ ଭାଙ୍ଗିଯାଏ

ଅବିଶ୍ୱାସ ର ଫମ୍ପା ଆୱାଜ୍ ରେ,

ହୃଦୟର କମ୍ପନ ମୋତେ ଉଠାଇ ଦିଏ

ବିଶ୍ୱାସର ଘଣ୍ଟି ବଜାଇ ।।

        

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract