STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

ତିନି ମାଙ୍କଡ

ତିନି ମାଙ୍କଡ

1 min
11.8K

ଗାନ୍ଧିଜୀଙ୍କ ଆମେ ତିନି ମାଙ୍କଡ଼

ଶିଖାଉ ସଭିଁଙ୍କୁ ସୁବ୍ୟବହାର


ମନ୍ଦ କଥା ଆମେ ଦେଖିବା ନାହିଁ

ମନ୍ଦ କଥାକୁ ଆଦୌ ଶୁଣିବା ନାହିଁ


କାହାକୁ କହିବା ନାହିଁ କଟୁ ବଚନ 

ତେବେ ସୁନା ପିଲା ହୋଇବା ଜାଣ


Rate this content
Log in

Similar oriya poem from Inspirational