ମନ୍ଦ କଥା ଆମେ ଦେଖିବା ନାହିଁ ମନ୍ଦ କଥାକୁ ଆଦୌ ଶୁଣିବା ନାହିଁ କାହାକୁ କହିବା ନାହିଁ କଟୁ ବଚନ ତ ମନ୍ଦ କଥା ଆମେ ଦେଖିବା ନାହିଁ ମନ୍ଦ କଥାକୁ ଆଦୌ ଶୁଣିବା ନାହିଁ କାହାକୁ କହିବା ନାହିଁ...
ମା' ପରି ଅଟେ ସେବା କର୍ମ ତା'ର ବୁଝେନା ଏ ମଣିଷ ଜାତି ବୁଝନ୍ତିନି ଏ କଥା ... ମା' ପରି ଅଟେ ସେବା କର୍ମ ତା'ର ବୁଝେନା ଏ ମଣିଷ ଜାତି ବୁଝ...