STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ତେର ମିନିଟ୍

ତେର ମିନିଟ୍

1 min
2.5K



ତେର ମିନିଟ୍ ମାଗିଥିଲି ତୁମକୁ

ତୁମେ ଥାପିଦେଇ ଥିଲ ତୁମ ପାପୁଲିକୁ ମୋର କୁନି ହାତ ପାପୁଲିରେ

ଅପେକ୍ଷା ଥିଲା ତୁମ ସମ୍ମତିକୁ

କିଛି ବୁଝିବା ଆଗରୁ କିନ୍ତୁ

ଓଠରେ ତୁମ ଖେଳୁଥିଲା ହସର ଭଉଁରୀ, ଇସାରା ଆଖିରେ ଆଖିରେ ।

ଏ ତ ସ୍ଵପ୍ନ ଥିଲା !

ଥିଲା ବି ଗୋଟିଏ ଦରଫୁଟା କଇଁ,

କହିବି କହିବି ଭାବିଲା ବେଳକୁ ହିଁ

ପାରିହୋଇ ସାରିଥିଲ

ତୁମେ ଆମ ପ୍ରେମ ପ୍ରଣୟର ନଈ ।

ମାତ୍ର ତେର ମିନିଟ୍ ମାଗିଥିଲି ତୁମକୁ...

#ଏଣୁତେଣୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance