STORYMIRROR

Gajendra Kumar sethy

Romance

3  

Gajendra Kumar sethy

Romance

ତାରା

ତାରା

1 min
237

ସେ ଆଉ କେହି ନୁହେଁ-

ମୋ ପ୍ରିୟାର ଟିିିିିକିଲିି

ସେ ଆଉ କେହି ନୁହେଁ

ମୋ ପ୍ରିୟାର ମଥାବିନ୍ଦି ।

ଝଟକୁଥାଏ ସାରା ରାତି

ସଂଜରୁ ସପନ ଯାଏ ।

ସେ ବି କହି ଦିିଏ ସବୁ

ଦୂର ଦିଗବଳୟର କଥା

ମୋ ଆସିବା ଓ ଯିବାର ନକ୍ସା

ସକାଳରୁ ଭାବନା ଯାଏ ।                     

ତା ଉଜ୍ଜଳତା ପ୍ରାଣେ ଯାଏ ଭରି

ସେ ସିନା ଦୂରେ ଅଛି ରହି

ମନ ଖାଲି ଝୁରେ ତା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance