Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Children

3  

Sneha Mishra

Children

ତାରା

ତାରା

1 min
244



  ନୀଳ ଆକାଶର ଚାଦର ଭିତରେ ଚମକି ଚମକି

         ହରିନିଏ ପରା ମନ |

  ନାଲି କୁନି ଓଠେ ହସି ହସି ଶିଶୁ

      କରନ୍ତି ତୁମ ଗାୟନ ||୧||


  ବାଳୁତ କାଳରୁ ତୁମରି ଭିତରେ

     ଖୋଜିଚି ମୁଁ କେତେ ବୁଢାବାପା ବୁଢୀ ମାଆକୁ |

 ଗପ ଶୁଣିବାକୁ ଆଜିବି ପ୍ରତୀକ୍ଷା

       ତୁମ ଆଗମନ ସଞ୍ଜବେଳାକୁ ||୨||


 ବାଦଲ ଭିତରେ ଲୁଚକାଳି ଖେଳି

       କେତେ ମଜା ତୁମେ କରୁଚ |

 ପାରିବିକି ଧରି ତୁମରି ହାତକୁ

          ଚଢିକି ଆଶାର ପାହାଚ ||୩||


Rate this content
Log in