Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmoyee Mohanty

Classics

4  

Jyotirmoyee Mohanty

Classics

ତାରା

ତାରା

1 min
210


ତୁମେ ତାରାରେ ତାରାରେ

      ସ୍ବପ୍ନ ବୁନୁ ଥିବା 

           ନୁହେଁ ଏକ ମଧୁରାତି l 


ତୁମେ ସ୍ୱପ୍ନରେ ସ୍ୱପ୍ନରେ 

      ହଜି ଯାଉଥିବା 

          ଏକ ପ୍ରହେଳିକା ସାଥୀ l 


ତୁମେ ଶବ୍ଦରେ ଶବ୍ଦରେ 

      ବାନ୍ଧି ଦେଉଥିବା 

          ଏକ ଶବ୍ଦମୟୀ ଆଖି l 


ତୁମେ ଆଖିରେ ଆଖିରେ 

     କଥା କହୁଥିବା 

          ଏକ କଥା କୁହା ପକ୍ଷୀ l 


ତୁମେ ପବନେ ପବନେ 

      ସାଥିରେ ପରଶ 

         ଆସି ଦେଇଯାଅ କେବେ l 


କବେ ହାତ ଛାଡିଯାଅ 

      ନିସଙ୍ଗରେ ମୋତେ 

           ସତେ କି ପାଇବି ଭାବେ l 


ତୁମେ ପ୍ରଶ୍ୱାସ ହୋଇ 

      ଝରୁ ଥାଅ ମୋର 

        ନୁହେଁ ତ ହୃଦ ସ୍ପଦନ l 


ଆତ୍ମା ମୁଁ ତୁମେ 

     ପରମାତ୍ମା ମୋର 

          ବୁଝି କି ନ ବୁଝ ମନ l 



Rate this content
Log in

Similar oriya poem from Classics