STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ତାପରେ

ତାପରେ

1 min
344

ପ୍ରଥମେ ବନ୍ଦିଲି ପିତା ପୟର

ତାପରେ ଇଷ୍ଟ ଦେବତୀ

ତାପରେ ବନ୍ଦିଲି ଗୁରୁ ପୟର ଯେ

ତାଆପରେ ପଞ୍ଚ ସତୀ ll


ତାପରେ ବନ୍ଦିଲି ଗଣନାୟକ ହେ

ତାହା ପରେ ଭୂମି ପୂଜା

ମା ର ପୟର ତାପରେ ବନ୍ଦିଲି

ତାଆପରେ ଭୂମି ରାଜା ll


ତା ପରେ ବନ୍ଦିଲି କାଳିଆ କାହ୍ନୁ ଯେ

ତାହା ପରେ ଦେବ ଦେବ

ତାପରେ ଗାୟତ୍ରୀ, ସାବିତ୍ରୀ, ଦୁର୍ଗାଙ୍କୁ

ତାଉପରେ ମନ ଭାଵ ll


ଗୁରୁଙ୍କ କୃପାରୁ ଲେଖୁଛି କବିତା

ସରସ୍ୱତୀ ତାହା ପରେ

ମା ସରସ୍ଵତୀ କରୁଣା କରିଲେ

ସ୍ମୃତି ରହେ ଯୁଗ ସରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational