STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ସୁରକ୍ଷା ବଳୟ

ସୁରକ୍ଷା ବଳୟ

1 min
11.5K

ସୁରକ୍ଷା ବଳୟ ମୋର ଚତୁଃପାର୍ଶ୍ବ

ସାଜିଛି ମୁଁ ଗୃହବନ୍ଦୀ

କରୋନାକୁ ଜୟ କରିବି କହୁଛି

ଆସିଲେ ଦେବି ମୁଁ ବାନ୍ଧି

ବାହାରୁ ପରିବା ଆଣିଲେ ଧୋଉଛି

ହଳଦୀ ପାଣିରେ ତାକୁ

ଗରମ ପାଣି ମୁଁ ସର୍ବଦା ପିଅଇ

ପିଆଏ (ସାରା ) ପରିବାରକୁ

ବାହାରକୁ କିଏ ଯାଅନା କହୁଛି

ଗଲେ ସଙ୍ଗେ ମାସ୍କ ନିଅ

ଆସିଲେ ପୋଷାକ ମାସ୍କକୁ ନେଇ

ଗାଧୁଆ ଘରରେ ଧୂଅ

ଘର ଭିତର ମୋ ସାଜିଛି ଦପ୍ତର


ତା' ପାଦରେ ଯାଅ ପଡି                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract