STORYMIRROR

Sudhanjali Mishra

Others

3  

Sudhanjali Mishra

Others

ପାଠପଢା

ପାଠପଢା

1 min
11.8K


ପଢିଥିଲୁ ଦିନେ ମୋ ଛବି ବହିରେ

ଟେଲିଫୋନର ମଜା

ଆଈ ସାଥିରେ ଶହେ କୋଶରୁ

କଥା ହେଉଥିଲେ ଅଜା ।।୧।।

ତାହା ଏବେ ସବୁ ବଦଳି ଗଲାଣି

ଆସିଗଲା ମୋବାଇଲ

ପାଠପଢା ଏବେ ଚାଲିଛି ସେଥିରେ

ଅନ୍ ଲାଇନ୍ କ୍ଳାସ ଭଲ ।।୨।।

ପ୍ରଥମେ ଧରିଲେ ମୋବାଇଲ ପିଲା

ବାପା ମାଆ ଦେଲେ ଗାଳି

କିନ୍ତୁ ଏବେ ବାପା ଡାକି କରି ଦେଲେ

ନିଅ ,ପାଠ ପଢ଼ କରି ପାଳି ।।୩।।

କି ଭଲା କରୋନା ସଂସାରେ ଅଇଲା

ଦହଗଞ୍ଜ ହେଲା ମଶିଷ

ଲକ୍ ଡାଉନ୍ ରେ ବିଦ୍ୟାଳୟ ବନ୍ଦ

ପାଠ ପଢି ଘରେ ବସ ।।୪।।



Rate this content
Log in