STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ଜଳ

ଜଳ

1 min
11.4K


ଜଳ ବହୁଳରେ

ବନ୍ୟା ପ୍ରକୋପରେ

ଘରଦ୍ବାର ହୁଏ

ସର୍ବନାଶ.......।

ଜଳ ହିଁ ଜୀବନ

ଜଳ ହିଁ ତ ପ୍ରାଣ

ଜଳ ବିହୁନରେ

ସୃଷ୍ଟିନାଶ ......।।

ବୁନ୍ଦାଏ ଜଳ

ଶାନ୍ତି ପ୍ରବଳ

ଜଳ ଅଭାବୀ ହିଁ

ଜାଣିଥାଏ ...

ମୂଲ୍ୟ ତାହାର ....।

ବିନ୍ଦୁ ବିନ୍ଦୁ ଜଳେ

ହୋଇପାରେ ସିନ୍ଧୁ

ସଂଚୟ କରି ସେ

କରିଥାଏ ଜଳ

ସୁବ୍ୟବହାର ....।।

ବୃଷ୍ଟି ଜଳକୁ ଅମଳ କରିବା

ଛାତପରେ କୁଣ୍ଡକରି

ଘରୁ ନିଷ୍କାସିତ ଜଳ

ପୁନଃ ବିନିଯୋଗେ

ଉଦ୍ୟାନ ଗଛରେ ଦେବା

ନାଳ ନର୍ଦ୍ଦମା ଭରି ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational