STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ପବିତ୍ର ଜନ୍ମଦିନ

ପବିତ୍ର ଜନ୍ମଦିନ

1 min
553



ଶୁଭକାମନଟି ରାଷ୍ଟ୍ରପତିଙ୍କର

ବିଚ୍ଛନ୍ନାଚଳରୁ ଆମ୍ଭ,

ଜନ୍ମଦିନ ଆଜି ମାନ୍ୟବରଙ୍କର

ଅଭିନନ୍ଦନଟି ଆମ୍ଭ ।


ରାଷ୍ଟ୍ର ହୀତେ ତାଙ୍କ ଜନହୀତେ କାର୍ଯ୍ୟ

ପ୍ରେରଣା ଦେଉଛି ଜନେ,

ଗୁଞ୍ଜୁ ଅଛି କାର୍ଯ୍ୟ ବିଶ୍ବର ପଟଳେ

ଖୁସି ଲାଗୁ ଅଛି ମନେ ।


ରାଷ୍ଟ୍ର ପ୍ରତି ଭକ୍ତି ମନରେ ରଖିଣ

ଜନହୀତେ କାର୍ଯ୍ୟ ନିତ୍ୟେ,

ନୂଆ ଭାରତର ରାଷ୍ଟ୍ରପତି ସେହୁ

ନୂଆ କାର୍ଯ୍ୟ ହୁଏ ନିତ୍ୟେ ।


ନାମ ହେଉଛି ରାମନାଥ କୋବିନ୍ଦ

ମାନ୍ୟବର ରାଷ୍ଟ୍ରପତି,

ରାଷ୍ଟ୍ର ହୀତେ ତାଙ୍କ ଜୀବନ ଅର୍ପଣ

ରାଷ୍ଟ୍ର କାର୍ଯ୍ୟେ ଦିନରାତି ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ବିଚ୍ଛନ୍ନାଚଳରୁ ଆମ୍ଭ,

ରାଷ୍ଟ୍ର ହୀତେ ତାଙ୍କ କାର୍ଯ୍ୟ ଅର୍ହନିଶି

ପୂଜ୍ୟ ରାଷ୍ଟ୍ରପତି ଆମ୍ଭ ।


Rate this content
Log in

Similar oriya poem from Inspirational