Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Inspirational

3  

Prabhanjana Tripathy

Inspirational

ସବୁଠୁ ବଢିଆ

ସବୁଠୁ ବଢିଆ

1 min
139



ମାଟିରେ ମାଟିର ଦେହ ସଂଯୋଗୀ

ହେବା ଆମେ ଆଗୁସାର

ଓଡ଼ିଆ ଭାଷାର ସଂବୃଦ୍ଧି ଆସୁ

ଉଠରେ ଓଡ଼ିଆ ବୀର ।


ସଂସ୍କୃତି ଆମ ଜଗାକାଳିଆ ର

ଆମ ଭାଷା ଆମ ଜାତି

ଓଡ଼ିଆ ଆମେ ଶ୍ରେଷ୍ଟ ଆମେ

ଶ୍ରେଷ୍ଟ ଆମ ଜାତି ନୀତି ।


ହାତରେ ହାତ ଛନ୍ଦିଦେଇ

ରଖିବା ରାଜ୍ୟ ଟେକ

ହୃଦୟ ଭାବକୁ ମଲାଟ ବାନ୍ଧି

ଲେଖିବା ଆଲେଖ୍ୟ ଲେଖ ।


ଆମେରେ ଓଡ଼ିଆ' ଓଡ଼ିଆ ବଢ଼ିଆ

ଶବ୍ଦ ଆମର ବାଣ

କଲମ ମୁନରେ ଶାଣିତ ଶବ୍ଦ

କଲମ ମୁନରୁ ରଣ. ।


ଏକାକାର ଆମେ ସକଳ ଓଡ଼ିଆ

ଏକ ମାଟି ଏକ ଭାଷା

ଆଞ୍ଚଳିକ ଭାଷା ଆମର ଜୀବନ

ଆମେ ମାଟି ମା'ର ଆଶା. ।


ଝରଣା,ପର୍ବତ,ବନ ଉପବନ

ଆମରି ସୁନ୍ଦର ଗୀତି

ଆସରେ ସର୍ବେ ଲେଖିବା ଗର୍ବେ

ଦେଖାଇ ଓଡ଼ିଆ ପ୍ରିତୀ. ।


ଧହକ ଧକି ଜାଉ ଓଡ଼ିଆ ସଂସ୍କୃତି

ଚକ୍ ମକୀ ଜାଉ ଭାଗ୍ୟ ତାରା

ରୁଣ୍ ଝୁଣ୍ ତାନେ ସଙ୍ଗୀତ ଶୁଭୁ

କହକହି ଉଠୁ ମା ବସୁନ୍ଧରା.. ।



Rate this content
Log in

Similar oriya poem from Inspirational