Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Inspirational

3  

Prasanna Kumar

Inspirational

ଆଜିର ନାରୀ

ଆଜିର ନାରୀ

1 min
331


ସୃଷ୍ଟିର ଆରମ୍ଭ ସେ,ସୃଷ୍ଟିର ଶେଷ

କେବେ ସେ ମୋହିନି ତ',କେବେ ସେ ସ୍ବର୍ଗର ପରୀ,

ଆଜିର ନାରୀ ।

ସନ୍ତାନର ଜନ୍ମଦାତ୍ରୀ ସେ,ସନ୍ତାନର ଦୁଃଖ ହାରିଣି,

କେବେ ସେ ଭୀମକାନ୍ତ ରାକ୍ଷାସି ତ',କେବେ ଲାବଣ୍ୟ ଚାତୁରି,

ଆଜିର ନାରୀ ।

ସମ୍ପର୍କର ପବିତ୍ର ବନ୍ଧନ ସେ, ସମ୍ପର୍କ ବିଚ୍ଛେଦର କାରଣ,

କେବେ ସେ ପ୍ରେମର କାରିଗରି ତ',କେବେ ସେ ପ୍ରେମର ଦୂରାଚାରୀ,

ଆଜିର ନାରୀ ।


Rate this content
Log in