Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar

Tragedy

5.0  

Prasanna Kumar

Tragedy

ମୁଁ ଜଣେ ବେଶ୍ୟା

ମୁଁ ଜଣେ ବେଶ୍ୟା

1 min
550


ନଥାଏ ମୋ ପ୍ରେମ ର ବାସ୍ତବତା;

ନା ଥାଏ ସ୍ବପ୍ନ ର ତରଙ୍ଗ ରେ, 

ନିଜକୁ ହଜେଇ ଦେବାର ଇଛା;

ନା ଥାଏ ନିଜ ର ଶରୀର କୁ ବଞ୍ଚେଇବା ଇଛା, 

କ୍ଷଣିକ ପାଇଁ ଦେଇ ଚାଲେ ପ୍ରେମ ର ଅନାବିଳତା.....!

ମୁଁ ଜଣେ ବେଶ୍ୟା... !

ନଥାଏ ମୋର ସନମାନ ହରେଇବାର ଦୁଃଖ;

ନା ଥାଏ ନିଜର ରୂପ ସୌନ୍ଦର୍ଯ୍ୟକୁ ହରେଇବାର ଇଛା,

ନା ଥାଏ ସମାଜରେ ସୁଲକ୍ଷଣୀ ହେଇ ବଞ୍ଚିବାର ଇଛା, 

ନିଜର ପେଟ ପାଇଁ ପୁରୁଷକୁ ଦେଇଚାଲେ ସାମାନ୍ୟ ସୁଖ.....!

ମୁଁ ଜଣେ ବେଶ୍ୟା... !

ଦୁନିଆଁ ପାଇଁ ସାଜି ଯାଏ ମୁଁ ଜଣେ ବିଟପି;

ସମର୍ପି ଦିଏ ନିଜର ରୁପକୁ,

ପୁରୁଷ ଆଗରେ ତଥାପି, 

ତିଳେ ମାତ୍ର ଭ୍ରୁକ୍ଷେପ କରେ ନାହିଁ ଶରୀର କଷ୍ଟକୁ...!

ମୁଁ ଜଣେ ବେଶ୍ୟା... !

ହେଇପାରେ ମୁ ସମାଜ ପାଇଁ ଚରିତ୍ରହୀନା ...!

ଏହା କଣ କେବେ ସମ୍ଭବ ଗୋଟେ ପୁରୁଷ ବିନା..? !

ମୁଁ ଜଣେ ବେଶ୍ୟା... !


Rate this content
Log in