STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ମୁଁ ଗଛ ମୁଁ ଜୀବନ

ମୁଁ ଗଛ ମୁଁ ଜୀବନ

1 min
373

ଜୀବନଯାକ ନିଃସ୍ୱାର୍ଥପର ସେବାରେ

ବ୍ରତୀ ହୋଇ

ନିଜକୁ ଭୁଲି

ଜୀବଜଗତର ରକ୍ଷା ହିଁ ମୋର ଧର୍ମ

ମୁଁ ବଞ୍ଚିଲେ ସଂସାର ବଂଚିବା

ମୋର ଅସ୍ତିତ୍ବ

ମୋର ଅସ୍ମିତାର

ଧ୍ବଂସରେ ପ୍ରଦୂଷିତ ହେବ

ସମାଜ, ଦେହ ଓ ମନ

ଶେଷରେ ପାଉଁଶ ହେବ

ଏ ସବୁଜ ଧରଣୀ

କାନ୍ଦିବେ ସମସ୍ତେ ହାହାକାରେ

ହସିବେ ମରୁଡି ଓ ତା ସାଥୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational