Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ସୁପର ପାୱାର

ସୁପର ପାୱାର

1 min
185



ତୁମ ପାଖେ ସୁପର ପାୱାର

ହେ ଜଗନ୍ନାଥ ବଡ ଠାକୁର

ଜୀବନରେ ଯେତେ ପାପ

ମୁଁ କରିଛି କ୍ଷମା ବାରେ କର

ମଣିଷ ଭାବୁଛି ଶ୍ରେଷ୍ଠ ସୃଷ୍ଟିର

ତା ଉପରେ ଈଶ୍ୱରଙ୍କ ନଜର

 ସୁପର ପାୱାର କେବଳ ତାଙ୍କର

ତାରି ପାରନ୍ତି ମାରି ପାରନ୍ତି

ରକ୍ଷା କରିପାରନ୍ତି ସେ ଅଣାକାର

ସବୁରି ଉର୍ଦ୍ଧରେ କର୍ତ୍ତା ସେ ସୃଷ୍ଟିର

ନଥାଏ କହାକୁ ବା ଅଗୋଚର

ସେ ସଚରାଚର ଧରି ସୁପର ପାୱାର

ଦେଖାନ୍ତି ଫଳ ଗୋଚର ପ୍ରକାର

ଭାଗ୍ୟ ନିୟନ୍ତା ବିଧାତା ଯାଦୁଗର୍

ଅଦୃଷ୍ଟରେ ଦୃଷ୍ଟି ରଖିଥାନ୍ତି ବରାବର

ନିକିତି ତଉଲ୍ ବଡ ସାନକୁ

ଭାରି ହୁଏ ଯେହୁ ରହେ ତଳକୁ

ହରି ହର ନିକିତି ଦୁଇ ପାର୍ଶ୍ୱର

ଖେଳ ଦେଖାନ୍ତି ସୁପର ପାୱାର

ରକ୍ଷା ପାଇବାକୁ ଭକ୍ତି ଭଜନ ସାର

ଦିବ୍ୟ ଦର୍ଶନର ଦିବ୍ୟ ଅନୁଭୁତି

ଦେଖାନ୍ତି ସୁପର ପାୱାର ସାଥେ

ଧରି ପୁଲି ଅଣାକାର କରୁଣାକର ।


Rate this content
Log in

Similar oriya poem from Abstract