STORYMIRROR

Gunanidhi Samal

Classics

2  

Gunanidhi Samal

Classics

ସୁନାବେଶ

ସୁନାବେଶ

1 min
28

ନ' ଦିନରେ ଯାତ୍ରା ସାରିଲୁ କାଳିଆ

ପୁଣି ତୁ' ଆସିଲୁ ଫେରି

ପତିତ ଜନଙ୍କୁ ପାପୁ ଉଦ୍ଧାରିଲୁ

ବାମନ ବେଶକୁ ଧରି,

ଶ୍ରୀମନ୍ଦିର ଶିରି ତୁଟି ଯାଇଛିରେ

ଯେବେ ଗଲୁ ଘୋଷ ଯାତେ

ଦେଖାଇଲୁ ତୋର ବଡ଼ ପଣିଆ'କୁ

ସୁନାବେଶ ହୋଇ ରଥେ,

ଧିକ ମୋ" ଜୀବନ ଧିକ

ଏ ବରଷେ ତୋତେ ଦେଖିନାହିଁ ରଥେ 

କରିଥିଲି କିବା ପାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics