STORYMIRROR

Suresh chandra Padhy

Classics

2  

Suresh chandra Padhy

Classics

ସୁନା ବେଶ

ସୁନା ବେଶ

1 min
120

ସୁନା ବେଶେ କାଳିଆ ମୋ ଦିଶୁଛି ସୁନ୍ଦର

ଏକାଦଶୀ ତିଥିରେ ତା, ବେଶ ମନୋହର

ମଥାରେ ତାର ସୁନା କିରତି

ଦର୍ଶନ କରିବା ଚତୁର୍ଦ୍ଧା ମୂରତି

ଶୁଣିବା ପାଇଁ ଭକତ ଦୁଃଖକୁ

ହୋଇଛି ସେ ସୁବର୍ଣ୍ଣ ବେଶକୁ

ଶ୍ରୀ ହସ୍ତେ ଶଙ୍ଖ ଚକ୍ର ଦିଶେ ତା ଶ୍ରୀ ପୟର

କାନରେ କୁଣ୍ଡଳ ଦିଶେ ଝଲମଲ

ଶ୍ରୀ ଅଙ୍ଗେ ଶୋଭା ପାଏ ତୁଳସୀ ମାଳ

ଲାଗିନ ଯାଉ ତାକୁ କାହା ନଜର

ଭକ୍ତ ର ଜୀବନ ସେ ଭକ୍ତ ପ୍ରାଣେସ୍ଵର

ତିନି ରଥେ ବସିଛନ୍ତି ମୋ ସୁନା ଠାକୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics