ନିକଟେ ଦେଖିବା ପ୍ରୟାସ........... ନିକଟେ ଦେଖିବା ପ୍ରୟାସ...........
ରମୁ ଥାଇ ଏ ଗଗନ ପବନରେ କେତେ ନୂଆ କେତେ ପୁରୁଣା କେତେ ଲୁଣଦିଆ କେତେ ଅଲଣା ରମୁ ଥାଇ ଏ ଗଗନ ପବନରେ କେତେ ନୂଆ କେତେ ପୁରୁଣା କେତେ ଲୁଣଦିଆ କେତେ ଅଲଣା
ଦେଖିହୁଏ ସବୁକିଛି ଖାଲି ଦେଖିବାର ଆଖି ଥିଲେ ହେଲା..... ଦେଖିହୁଏ ସବୁକିଛି ଖାଲି ଦେଖିବାର ଆଖି ଥିଲେ ହେଲା.....
ପର୍ବତୁ ଝରି ଟିକି ଝରଣା ତଟିନୀ ରୂପ ଧରେ ଟିକି ପ୍ରଦୀପ ଘନ ଅନ୍ଧାରେ ଆଲୋକ ଦାନ କରେ | ପର୍ବତୁ ଝରି ଟିକି ଝରଣା ତଟିନୀ ରୂପ ଧରେ ଟିକି ପ୍ରଦୀପ ଘନ ଅନ୍ଧାରେ ଆଲୋକ ଦାନ କରେ ...
ବୁଡିଲା ସୂର୍ଯ୍ୟ ସେ କେତେଦୂର ଘେରି ଆସୁଥିବା ମେଘଙ୍କୁ ରୋକିବ... ବୁଡିଲା ସୂର୍ଯ୍ୟ ସେ କେତେଦୂର ଘେରି ଆସୁଥିବା ମେଘଙ୍କୁ ରୋକିବ...
ମୁକୁଳା ମୁଣ୍ଡ ବାଳ ବିଗିଡି ବିଛିଡି ପଡିଛି ତୁମର ନାରୀ ଚରିତ୍ର ଆଖି ମିଟିମିଟି କରି .... ମୁକୁଳା ମୁଣ୍ଡ ବାଳ ବିଗିଡି ବିଛିଡି ପଡିଛି ତୁମର ନାରୀ ଚରିତ୍ର ଆଖି ମିଟିମିଟି କରି ...