STORYMIRROR

Trilochan Sahoo

Inspirational

2  

Trilochan Sahoo

Inspirational

ଅଣଦେଖା

ଅଣଦେଖା

1 min
13.8K


ଆଖି ନ ପାଇବା ପର୍ଯ୍ୟନ୍ତ

ଦେଖିବାକୁ କଣ ମନା ଅଛି

ତଥାପି ସବୁ କଣ

ସବୁ କଥା ଦେଖିପାରନ୍ତି !


କିଛି ଦେଖି ବି, ଦେଖି ହୁଏନି

ଆଉ କିଛି ନଦେଖି ବି

ଦେଖିହୁଏ ସବୁକିଛି

ଖାଲି ଦେଖିବାର

ଆଖି ଥିଲେ ହେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational